Dekha Nandanandana Go / ଦେଖ ନନ୍ଦନନ୍ଦନ ଗୋ | Brundabana | Banikantha Nimai Charan Harichandan


ଦେଖ ନନ୍ଦନନ୍ଦନ ଗୋ
look, look at Krishna ଦେଖ ନନ୍ଦନନ୍ଦନ ଗୋ
look at the son of Nanda ମନ୍ଦ ମନ୍ଦ ଗୋବିନ୍ଦ ଗୋପୀ କରେ
look at his gentle smile ମନ୍ଦ ମନ୍ଦ ଗୋବିନ୍ଦ ଗୋପୀ କରେ
amidst the gopis ଲୋକବୃନ୍ଦ ଆନନ୍ଦଘନ ଗୋ
the source of all joy ଦେଖ ନନ୍ଦନନ୍ଦନ ଗୋ
look at this son of Nanda! କଞ୍ଜନୟନକୁ ମଧୁପୁରରେ ଅନାଇଁ
gazing at the lotus-eyed one କଞ୍ଜନୟନକୁ ମଧୁପୁରରେ ଅନାଇଁ
in the city of Madhupura (=Mathura) ପଞ୍ଜରେ ସଖୀକି କେହୁ ଦିଅନ୍ତି ଦେଖାଇ
a maiden shows her friend ପଞ୍ଜରେ ସଖୀକି କେହୁ ଦିଅନ୍ତି ଦେଖାଇ
look at him, my friend ! କୁଞ୍ଜବନର ସହି କୁଞ୍ଜର ପରା ଏହି
he is the elephant that wanders in କୁଞ୍ଜବନର ସହି କୁଞ୍ଜର ପରା ଏହି
the deep groves, the kunja-bana ଅଞ୍ଜନ ନବଘନ ପୁଞ୍ଜରୁଚିର ଦେହୀ
resplendent as the dark clouds in the sky ଅଞ୍ଜନ ଦଳିରୂପ ମଞ୍ଜୁଳ ଗୋପୀ ଦୃଶ
like the collyrium adorning the Gopis ଖଞ୍ଜନ ଯୁଗଳର ପଞ୍ଜରୀ ଏହି ଗୋ
the cage that captivates their mind-birds ଦେଖ ନନ୍ଦନନ୍ଦନ ଗୋ
look at that Krishna. ପୂର୍ବେ ଏ ବାଳକକାଳେ ମାଇଲେ ପୂତନା
in his childhood, this Krishna ପୂର୍ବେ ଏ ବାଳକକାଳେ ମାଇଲେ ପୂତନା
he killed the demoness Putana ପାର୍ବତୀଙ୍କି ସେବିଣ ପାଇଲେ ବ୍ରଜାଙ୍ଗନା
serving the goddess Parvati ପାର୍ବତୀଙ୍କି ସେବିଣ ପାଇଲେ ବ୍ରଜାଙ୍ଗନା
the Gopis got one like him ପର୍ବତ କରେ ଧରି ଇନ୍ଦ୍ରଗର୍ବକୁ ଚୂରି
raising the mountain on his hand ସର୍ବ ଗୋପକୁଳକୁ ଦୁର୍ବଳୁ କଲେ ପାରି
crushing Indra’s pride, saving Gopa ପର୍ବ କଳଙ୍କ ହୀନ ଶର୍ବରୀପତି ଗର୍ବ
unmarred, his beautiful face ଖର୍ବ କରଇ ମୁଖ କର୍ବୂର ଅରି ଗୋ
crushes the glory of the blemished moon ଦେଖ ନନ୍ଦନନ୍ଦନ ଗୋ
this is that son of Nanda ମନ୍ଦ ମନ୍ଦ ଗୋବିନ୍ଦ ଗୋପୀ କରେ
smiling gently, the cloud ଲୋକବୃନ୍ଦ ଆନନ୍ଦଘନ ଗୋ
that rains happiness on us ଦେଖ ନନ୍ଦନନ୍ଦନ ଗୋ
look at that Krishna!

4 Replies to “Dekha Nandanandana Go / ଦେଖ ନନ୍ଦନନ୍ଦନ ଗୋ | Brundabana | Banikantha Nimai Charan Harichandan”

  1. Few months ago I heard this types of songs in Radio while driving late in the night and recorded that and asked you who is the singer. I was so amused by the style of the song and singing and you sent me a few links to listen then. This is one such gem. Thanks for sharing.

Leave a Reply

Your email address will not be published. Required fields are marked *